ସାତକୋଶିଆରେ ଲାଗିଲା ପର୍ଯ୍ୟଟକଙ୍କ ଉପରେ କଟକଣା । ଆରମ୍ଭ ହେବ କୁମ୍ଭୀର ଓ ପକ୍ଷୀ ଗଣନା ପ୍ରକ୍ରିୟା January 4, 2025 5:02 pm ଅନୁଗୁଳ: ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ କରିବାକୁ ଯୋଜନା ରହିଛି । ବିନା ବାଧାରେ ଗଣନା କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ । ଫଳରେ