ପ୍ରବାଦ ପୁରୁଷଙ୍କୁ ସମ୍ମାନିତ କରିବ ଋଷ May 6, 2025 6:26 pm ପୁଣି ଆନ୍ତର୍ଜାତୀୟ ସ୍ତରରେ ବିଜୁବାବୁଙ୍କୁ ମିଳିବ ସମ୍ମାନ l ଇତିହାସର ହେବ ପୁନରାବୃତ୍ତି l ୧୯୪୧ରୁ ୧୯୪୫ ମଧ୍ୟରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ