Explore

Search

April 25, 2025 5:51 pm

Genres

Rambhoomi ଖବର

ayodhya nagar guinness world record

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଯୋଧ୍ୟା ନଗରୀ, ଶହଶହ ଦୀପରେ ଆଲୋକିତ ରାମଭୂମି

ଉତ୍ତରପ୍ରଦେଶ: ଦୀର୍ଘ ବହୁ ବର୍ଷ ପରେ ଆଜି ଉତ୍ସବମୁଖର ହୋଇ ଉଠିଛି ଅଯୋଧ୍ୟା ନଗର l ଦୀପାବଳି ଅବସରରେ ଅଯୋଧ୍ୟାରେ ଏକା ସହିତ ୫୫ଟି ଘାଟରେ ୨୫ ଲକ୍ଷ ଦୀପରେ ଆଲୋକିତ ହୋଇଛି ।

Live Cricket Score