

କାଲିର ଚମତ୍କାର ପ୍ରଦର୍ଶନ ବଳରେ ସହଜ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି । ଡି’କକ୍ଙ୍କ

ଆଇପିଏଲର ଷଷ୍ଠ ମ୍ୟାଚ୍ ଆଜି ଗୌହାଟୀରେ ଅନୁଷ୍ଠିତ ହେବାକୁ ଯାଉଛି l କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ନିଜ ମଧ୍ୟରେ କଡା ମୁକାବିଲା କରିବେ l ଉଭୟ ଦଳ
WhatsApp us