ଜାତୀୟ ସ୍ତରରେ ଚମକିଲା ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ September 3, 2025 6:37 pm ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଜାତୀୟସ୍ତରରେ ଚର୍ଚ୍ଚା ସାଉଁଟିଛି l ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମିକଣ୍ଡକ୍ଟର ଚିପ୍ସ ପ୍ରଦାନ କରାଯାଇଛି l ନୂଆଦିଲ୍ଲୀରେ ଆୟୋଜିତ