Explore

Search

July 31, 2025 3:03 am

Genres

Operation Sindoor ଖବର

ଆଜି ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହେବ ଚର୍ଚ୍ଚା

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅପରେସନ ସିନ୍ଦୁର ବିଷୟରେ ୧୬ ଘଣ୍ଟା ଚର୍ଚ୍ଚା ହେବ l ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିବେ ଚର୍ଚ୍ଚା l ଅମିତ ଶାହ, ଏସ୍‌. ଜୟଶଙ୍କର

ସିନ୍ଧୁ ନଦୀ ଚୁକ୍ତି ଉପରେ ପୁନର୍ବାର ଆଲୋଚନା ପାଇଁ ଭାରତକୁ ଅନୁରୋଧ କଲା ପାକିସ୍ତାନ

ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପ‌ରେ ପୁନର୍ବିଚାର କରିବାପାଇଁ ଭାରତକୁ ବାରମ୍ବାର ଅନୁରୋଧ କରୁଛି । ଅପରେସନ୍‌ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ

ଆଇପିଏଲରେ ପାଳନ ହେବ ‘ଅପରେସନ ସିନ୍ଦୂର’ ବିଜୟ ଉତ୍ସବ

ଭାରତୀୟ ପରାକ୍ରମ ଓ ବିଜୟ ଉତ୍ସବକୁ ଖେଳ ମଇଦାନରେ ହେବ ପାଳନ l ଜୁନ୍‌ ୩ରେ ହେବାକୁ ଥିବା ଆଇପିଏଲ ଫାଇନାଲରେ ଷ୍ଟାଡିଅମରେ ପାଳନ ହେବ l ୩ ସେନାର ମୁଖ୍ୟଙ୍କୁ ଷ୍ଟାଡିଅମକୁ ନିମନ୍ତ୍ରଣ

ଗଞ୍ଜାମ ବିଧାନସଭା କ୍ଷେତ୍ରରେ ଆୟୋଜିତ ତ୍ରିରଙ୍ଗା ରାଲିରେ ଯୋଗଦେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଅପରେସନ ସିନ୍ଦୂରର ସଫଳତା ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଗୋପଳପୁର ବିଧାୟକ ତଥା ମନ୍ତ୍ରୀମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ପରାକ୍ରମ ଶୋଭାଯାତ୍ରାରେ ସାମିଲ ହେଲେ ଛତ୍ରପୁର ବିଧାୟକ

ଛତ୍ରପୁର: ଅପରେସନ ସିନ୍ଦୁରର ସଫଳତା ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଟାଙ୍ଗଣାପଲ୍ଲି ମଣ୍ଡଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ

ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଗତକାଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରିଛନ୍ତି l ବର୍ତ୍ତମାନର ସମୟରେ ଦେଶରେ ଚାଲିଥିବା ସମୟ ଓ ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତଙ୍କୀ ଟ୍ରେନିଂ ସେଣ୍ଟରରେ ସଠିକ୍ ପ୍ରହାର କରିଛୁ

ନାରୀର ସମ୍ମାନ ଓ ଦେଶର ସ୍ୱାର୍ଥ “ଅପରେସନ୍ ସିନ୍ଦୂର”: ଆତଙ୍କବାଦ ବିରୁଦ୍ଧରେ ଭାରତର ଆକ୍ରମଣ

୭ ମଇ, ୨୦୨୫ ଭାରତ ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ l ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ-ସଂଯୁକ୍ତ ସ୍ଥାନକୁ ଟାର୍ଗେଟ କରି ଭାରତ ଆପଣାଇଥିଲା “ଅପରେସନ ସିନ୍ଦୂର” ମିଶନ l

ରାତି ଅଧରେ ପାକିସ୍ତାନର ନିଦ ହଜେଇଲା ‘ଅପରେସନ ସିନ୍ଦୂର’

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଲା ଭାରତ । ଅଧରାତି ଅର୍ଥାତ୍‌ ରାତି ଗୋଟାଏ ବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ୍ ମାଡ଼ l ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର

Live Cricket Score