

ଏଣିକି ଆଉ ଓଲା ଓ ଉବରକୁ ଅପେକ୍ଷା କରିବାକୁ ପଡିବନି l ସହରରେ ଲୋକଙ୍କୁ କମ୍ ମୂଲ୍ୟରେ ଯାତ୍ରୀଙ୍କ ସୁରକ୍ଷା ଓ ଯାତ୍ରାକୁ ସୁଗମ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ଅବସରରେ ମାନ୍ୟବର

ଭୁବନେଶ୍ୱର: ରାଜ୍ୟରେ ସହରାଞ୍ଚଳ ଲୋକମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଖୁବ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ଓଡିଶା ଯାତ୍ରୀ ଆପ୍ । ଓଲା ଏବଂ ଉବର ଭଳି ବେସରକାରୀ ଅପରେଟରମାନଙ୍କୁ ଉନ୍ନତ ତଥା
WhatsApp us