ମିଳିବ ଆଶ୍ୱସ୍ତି ୧୯ ଏବଂ ୨୦ ତାରିଖରେ ବର୍ଷା : ପାଣିପାଗ ବିଭାଗ March 17, 2025 5:09 pm ରାଜ୍ୟରେ କିଛିଦିନ ହେଲା ପାରଦ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହୋଇଛି। ସାଢେ ୨ଟା ସୁଦ୍ଧା ସମ୍ବଲପୁର, ବୌଦ୍ଧରେ ତାପମାତ୍ରା ୪୦-୪୨ଡିଗ୍ରୀ ରେକର୍ଡ କରାଯାଇଛି।