ଓଡିଆ ପକ୍ଷର ଚତୁର୍ଥ ଦିନରେ ନାମ ଫଳକ ଅଭିଯାନ April 4, 2025 6:19 pm ଆଜି ଓଡିଆ ପକ୍ଷର ଚତୁର୍ଥ ଦିନରେ ସାରା ରାଜ୍ୟରେ ଚାଲିଛି ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା l ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଶିଳ୍ପାନୁଷ୍ଠାନ , ବ୍ୟବସାୟ ପ୍ରତିଷ୍ଠାନର