Explore

Search

December 17, 2025 11:26 am

Nijukti Mela ଖବର

Job Vaccancy

ସେପ୍ଟେମ୍ବର ରୁ ରାଜ୍ୟରେ ଆରମ୍ଭ ହେବ ନିଯୁକ୍ତି ମେଳା: ୪ ମାସରେ ସୃଷ୍ଟି ହେବ ୩୫ ହଜାର ନିଯୁକ୍ତି

ରାଜ୍ୟରେ ନିଯୁକ୍ତି କୁ ନେଇ ସରକାରଙ୍କ ପକ୍ଷରୁ ଆସିଛି ବଡ ଘୋଷଣା। ଆସନ୍ତା ମାସରେ ନିଯୁକ୍ତି ମେଳା ଆୟୋଜନ କରାଯାଇ ନିଯୁକ୍ତିପତ୍ର ବଣ୍ଟନ କରାଯିବାକୁ ନେଇ ନିଷ୍ପତି ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Live Cricket Score