ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ମିଳିଲା ନାକ୍ ବି–୧ ମାନ୍ୟତା November 20, 2024 6:24 pm ସମ୍ବଲପୁର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟକୁ ନାକ୍ ପକ୍ଷରୁ ବି–୧ ଗ୍ରେଡ ମାନ୍ୟତା ମିଳିଛି l ସୁଚନାନୁଯାୟୀ ଚଳିତ ବର୍ଷ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର କୁଳପତି ପଦରେ ଦାୟିତ୍ଵ ନେବା