ତୀବ୍ର ରୂପ ନେଉଛି କୋଲକାତା ଛାତ୍ର ଆନ୍ଦୋଳନ:ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ‘ନବାନ୍ନ’ ଘେରାଉ August 28, 2024 5:22 pm କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ତୀବ୍ର ଆନ୍ଦୋଳନ ଜାରି ରଖିଛନ୍ତି ପଶ୍ଚିମବଙ୍ଗର ବିଭିନ୍ନ ଛାତ୍ର ସଂଗଠନ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍