Explore

Search

February 5, 2025 12:32 pm

Genres

Loksabha Odisha ଖବର

Odisha Journalists Regain Access to Lok Seva Bhawan

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଲୋକସେବା ଭବନରେ କରି ପାରିବେ ପ୍ରବେଶ

ଭୁବନେଶ୍ବର: ଏଣିକି ଲୋକସେବା ଭବନରେ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି l ଏହାକୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଜାରି ହୋଇଛି l

Live Cricket Score