ଭୁବନେଶ୍ବରରେ ଖୋଲିବ ଜାତୀୟ ନାଟକ ବିଦ୍ୟାଳୟର ଆଉଟରିଚ ସେଣ୍ଟର- ସୂରଜ ସୂର୍ଯ୍ୟବଂଶୀ November 2, 2024 12:50 pm ଭୁବନେଶ୍ବର: ଓଡ଼ିଶା ନାଟକ ଜଗତ ପାଇଁ ଖୋଲିଲା ନୂତନ ବାଟ। ଭୁବନେଶ୍ୱରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ର ଆଉଟରିଚ ସେଣ୍ଟର ଖୋଲିବା ପାଇଁ ଓଡିଶା ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି