ଓଡିଶୀ ନୃତ୍ୟର ଗୁଞ୍ଜରଣରେ ଉଦଯାପିତ ହେଲା କୋଣାର୍କ ଉତ୍ସବ December 6, 2024 6:03 pm କୋଣାର୍କ: ଗୁରୁବାର ଦିନ ଉଦଯାପିତ ହୋଇଯାଇଛି କୋଣାର୍କ ଉତ୍ସବ l ଏହାର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପ୍ରମୁଖ ଆୟକାର ଆଯୁକ୍ତ ରାହୁଲ କରନ୍, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ବଜିତ