ଖୋର୍ଦ୍ଧାରେ ହେବ ଜାତୀୟ ଫୋରେନ୍ସିକ୍ ବିଶ୍ୱବିଦ୍ୟାଳୟ – ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ March 20, 2025 6:28 pm ଓଡ଼ିଶାକୁ କେନ୍ଦ୍ର ସରକାର ପକ୍ଷରୁ ମିଳିଛି ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଖୋର୍ଦ୍ଧାରେ ଖୋଲିବାକୁ ଯାଉଛି ଜାତୀୟ ଫରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ l ଏହା ଓଡ଼ିଶାରେ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ସ୍ତରରେ