ରାଜ୍ଯରେ ଖୁବଶୀଘ୍ର ଆରମ୍ଭ ହେବ ୫ ବୃହତ ଜଳସେଚନ ପ୍ରକଳ୍ପ March 5, 2025 12:11 pm ରାଜ୍ଯରେ କୃଷି ଜମିକୁ ଜଳସେଚନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ୨,୧୫,୧୯୨ ହେକ୍ଟର ଜମିକୁ ପ୍ରତ୍ୟକ୍ଷ ଜଳ ସଂଯୋଗ କରାଯିବ l ଫଳରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଟି ବୃହତ ଜଳସେଚନ ପ୍ରକଳ୍ପ