ଚାଲିଛି କଳ୍ପନାଜଳ୍ପନା: ଚଳିତ ଆଇପିଏଲ ହୋଇପାରେ ଏମଏସ ଧୋନିଙ୍କ ଶେଷ ମ୍ୟାଚ February 27, 2025 5:54 pm ଦିନକୁ ଦିନ ପାଖେଇ ଆସୁଛି ଆଇପିଏଲ୍ ୨୦୨୫ l ତେବେ ଏପରି ସ୍ଥଳରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ୍.ଏସ୍ ଧୋନି କଳ୍ପନାଜଳ୍ପନାର କେନ୍ଦ୍ରରେ ରହିଛନ୍ତି। ୪୩ ବର୍ଷୀୟ କିମ୍ବଦନ୍ତୀ ତାଙ୍କ ଭବିଷ୍ୟତ ଯୋଜନା