ଦୁଇ ସପ୍ତାହ ପରେ କମିବ ହୋମ୍ ଲୋନ୍ : ଆରବିଆଇ March 27, 2025 1:56 pm ଲୋକଙ୍କ ପାଇଁ ଖୁସି ଖବର l ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ବର୍ଷ ୨୦୨୫-୨୬ ଲାଗି ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଘୋଷଣା କରିଛି । ଆର୍ଥିକ ବର୍ଷର ପ୍ରଥମ ଏମ୍ପିସି ବୈଠକ