ଅଗ୍ନିଶମ ବିଭାଗ ପକ୍ଷରୁ ଆସିଲା ଅତ୍ୟାଧୁନିକ ରୋବଟ, ବିପଦସଙ୍କୁଳ ସ୍ଥାନରେ ଲିଭାଇବ ନିଆଁ October 30, 2024 4:01 pm ଭୁବନେଶ୍ବର: ଏଣିକି ନିଆଁ ଲିଭାଇବ ରୋବଟ। ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ୨୨ ଗୋଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରୋବୋଟିକ୍ସ ମନିଟରକୁ ଗୁରୁବାର ରାଜ୍ଯ ବିପର୍ଯ୍ଯୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ