ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ଭୋଟ୍, ୮ରେ ଆସିବ ଫଳାଫଳ January 7, 2025 6:23 pm ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ବାଜିଲା ବିଗୁଲ l ଆଜି ମଧ୍ୟାହ୍ନରେ ନିର୍ବାଚନ କମିଶନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା