ଆଜି ଦିଲ୍ଲୀକୁ ଭେଟିବ ହାଇଦ୍ରାବାଦ May 5, 2025 6:32 pm ଆଇପିଏଲରେ ଆଜିର ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଖେଳି ଦିଲ୍ଲୀ ଦର୍ଶକଙ୍କୁ ପ୍ରଭାବିତ କରିଥିଲା l କିନ୍ତୁ ପରେ ପ୍ରଦର୍ଶନ ହ୍ରାସ ପାଇବାକୁ