ପାଞ୍ଚଟି ସିନେମା ହେବ କରମୁକ୍ତ : ଦମନ ଅନ୍ତର୍ଭୁକ୍ତ August 20, 2025 6:24 pm ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମାର କର ଫେରସ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ତିନି ହିନ୍ଦୀ ସିନେମା ସମେତ ‘ଦମନ’ ଓ ‘ଡେଲିଭେରୀ ବଏ’ ସିନେମାକୁ ମିଳିବ ପ୍ରତିପୁରଣ