ସରକାରଙ୍କ ବଡ ନିଷ୍ପତି, ବଦଳିବେ ୧୯ ଜିଲ୍ଲାର ଜିଲ୍ଲାପାଳ August 8, 2024 1:55 pm ଆସିଯାଇଛି ସରକାରଙ୍କ ବଡ ନିଷ୍ପତି। ସରକାରଙ୍କ ନିର୍ଦ୍ଧେଶକ୍ରମେ ବଦଳି ହୋଇଛନ୍ତି ୧୯ ଜିଲ୍ଲାର ଜିଲ୍ଲାପାଳ। ତେବେ ଆସନ୍ତୁ ଜାଣିବା କିଏ ହେଲେ କେଉଁ ଜିଲ୍ଲାର ଜିଲ୍ଲାପାଳ ଏବଂ କାହାକୁ ମିଳିଲା କେଉଁ ଦାଇତ୍ୱ ।