ମହାରାଷ୍ଟ୍ରରେ ହାଟ୍ରିକ୍, ତୃତୀୟଥର ମୁଖ୍ଯମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡ଼ନାଭିସ December 4, 2024 5:07 pm ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା l ତେବେ ଘଟିଛି ମହାସସ୍ପେନ୍ସର ସମାପ୍ତି। ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଫଡ଼ନାଭିସ। ବିଜେପି ବିଧାୟକ