ଚେସ୍ ଅଲିମ୍ପିଆଡ୍ରେ ଭାରତକୁ ଡବଲ ସ୍ୱର୍ଣ୍ଣ September 24, 2024 6:48 pm ୪୫ତମ ଚେସ୍ ଅଲିମ୍ପିଆଡ୍ରେ ରବିବାର ଦିନ ଇତିହାସ ସୃଷ୍ଟି କରିଛି ଭାରତ। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚେସ୍ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛି। ଏହି ପରିପ୍ରେକ୍ଷୀରେ