ଓଡ଼ିଶାରୁ ଚାରିଧାମକୁ ଚାଲିବ ସ୍ଵତନ୍ତ୍ର ବସ୍ – ପରିବହନ ମନ୍ତ୍ରୀ November 8, 2024 5:34 pm ଭୁବନେଶ୍ବର: ତୀର୍ଥଯାତ୍ରୀଙ୍କ ପାଇଁ ଖୁସିର ଖବର l ନୂଆ ବର୍ଷ ପୂର୍ବରୁ ସ୍ଵତନ୍ତ୍ର ବସ ମାଧ୍ୟମରେ ଯାତ୍ରୀମାନେ ଓଡିଶାରୁ ଭାରତର ଚାରିଧାମ ସମେତ ଅଯୋଧ୍ୟା, ମଥୁରା, ତିରୁପତି, ବୃନ୍ଦାବନ ଭଳି ପ୍ରସିଦ୍ଧ ତୀର୍ଥ କ୍ଷେତ୍ରକୁ