

ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କୋରାପୁଟ ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା ସହିତ ଉଚ୍ଚଶିକ୍ଷା ବିକାଶ, ଶିଶୁ ଓ ମହିଳାଙ୍କ କଲ୍ୟାଣ ସହ ଅନ୍ୟ ପ୍ରାଥମିକ ବିଷୟଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି

ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା କୋରାପୁଟରେ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ହେବ କୋରାପୁଟ ନବନିର୍ମାଣର ପ୍ରୟୋଗଶାଳା । “ଗୁଣାତ୍ମକ ଶିକ୍ଷା
WhatsApp us