ତ୍ରୁଟିଶୂନ୍ୟ ହେବ ଓଟିଇଟି ପରୀକ୍ଷା : ଲାଗିବ ସିସିଟିଭି କ୍ୟାମେରା September 20, 2025 6:01 pm ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଓଟିଇଟି ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ଏବଂ ତ୍ରୁଟି ଶୂନ୍ୟ କରିବାକୁ ଓଡ଼ିଶା ସରକାର ନେଲେ ବଡ଼ ପଦକ୍ଷେପ । ସିସିଟିଭି ନଜରରେ ରହିବ ସ୍ବତନ୍ତ୍ର ଓଟିଇଟି