ଓଡ଼ିଶାରେ ଆରମ୍ଭ ହେଲା କାରା-ଭାନ ଟୁରିଷ୍ଟ ସେବା, ଗାଡ଼ି ଭିତରେ ସମ୍ପୂର୍ଣ୍ଣ ଘରୋଇ ସୁବିଧା February 4, 2026 5:59 pm ଭୁବନେଶ୍ୱର : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ମାତ୍ରା ଦେଇ ଅତ୍ୟାଧୁନିକ କାରା-ଭାନ (Caravan) ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କେନ୍ଦ୍ରରୁ ଏହି ସେବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଛି