ବିଦେଶରେ ଓଡ଼ିଶାର ପ୍ରଥମ ଫିଚର ଫିଲ୍ମ – “ବାଘୁଣୀ-ଡ୍ୟାନ୍ସ ଲାଇକ୍ ଏ ଟାଇଗର୍” May 20, 2025 6:31 pm ଦିନକୁ ଦିନ ମୁଣ୍ଡ ଟେକୁଛି ଓଲିଉଡ ଜଗତ l ବର୍ତ୍ତମାନ ଓଡ଼ିଆ ସିନେମା ଏବଂ ସିନେ ପ୍ରେମୀଙ୍କ ଲାଗି ଆସିଛି ଖୁସିର ଖବର l ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନାରେ ଓଡ଼ିଶାର ପ୍ରଥମ ଫିଚର୍ ଫିଲ୍ମ