ଓଡ଼ିଶାରେ ହେବ ବିପୁଳ ବିଦେଶୀ ପୁଞ୍ଜି ନିବେଶ, ୨୮ ଓ ୨୯ରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ January 15, 2025 1:32 pm ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପରେ ଓଡ଼ିଶାରେ ପୁଣି ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଆରମ୍ଭ ହେବ । ଏହା ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ହେବ ।