ବିଶ୍ଵରେ ପୁଣି ଚମକିବ ଭାରତ, ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ July 2, 2025 6:23 pm ଆଜିଠାରୁ ୮ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏହି ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ l ଘାନା, ତ୍ରିନିଦାଦ, ଆର୍ଜେଣ୍ଟିନା, ବ୍ରାଜିଲ ଓ