
Big news for ‘Lakshmi Bus’; The name of Lakshmi bus may change –
ରତ୍ନଭଣ୍ଡାର ଖୋଲିବା ନେଇ ଆସିଲା ବଡ଼ ଖବର; ଦେଖନ୍ତୁ ଭିଡିଓ…
CM Mohan Majhi: ଭାଷଣ ମଝିରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳଛଳ; ଦେଖନ୍ତୁ ଭିଡିଓ…
BIG Breaking: ଭଙ୍ଗାଚାଲିଛି ବବିଙ୍କ ସରକାରୀ ଘର; ଦେଖନ୍ତୁ ଭିଡିଓ…
Breaking news ଖବର

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର ଗୱାଇ
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବି.ଆର ଗୱାଇ। । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ବୁଧବାର ପୂର୍ବତନ ପ୍ରଧାନ

ଆଣ୍ଡମାନକୁ ଆସିଲା ମୌସୁମୀ
ଭାରତକୁ ଛୁଇଁଲା ମୌସୁମୀ l ମିଳିବ ତାତିରୁ ଆଶ୍ୱସ୍ତି l ଆଣ୍ଡାମାନ ସାଗରରେ ପାଦ ଥାପିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ

ମେ ୧୭ରୁ ପୁଣି ଜମିବ ଆଇପିଏଲ
ଦେଶରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଦିନର ବ୍ୟବଧାନ ପରେ ପୁଣି ମେ ୧୭ରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ୬ଟି ସ୍ଥାନରେ ବାକିଥିବା ୧୬ଟି ମ୍ୟାଚ୍ ଖେଳାଯିବ । ଏହାକୁ

ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ଗତକାଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରିଛନ୍ତି l ବର୍ତ୍ତମାନର ସମୟରେ ଦେଶରେ ଚାଲିଥିବା ସମୟ ଓ ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତଙ୍କୀ ଟ୍ରେନିଂ ସେଣ୍ଟରରେ ସଠିକ୍ ପ୍ରହାର କରିଛୁ

ଭଞ୍ଜନଗରରେ ରାଜ୍ୟର ପ୍ରଥମ ସରକାରୀ ଓ୍ବାଟର୍ ପାର୍କ, ପର୍ଯ୍ୟଟକଙ୍କ ପାଇଁ ହେବ ପ୍ରମୁଖ ଆକର୍ଷଣ
ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ସାମିଲ୍ ହୋଇଛି ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ନିର୍ମିତ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ୱାଟର ପାର୍କ l ଏହା ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ

କରାଚୀ ବନ୍ଦରକୁ ଧ୍ୱଂସ କଲା ଭାରତୀୟ ନୌସେନା
‘ଅପରେସନ୍ ସିନ୍ଦୂର’ ଅଧିନରେ ଭାରତ ଗୁରୁବାର ମଧ୍ଯ ରାତିରେ ସମୁଦ୍ରରୁ ବଡ଼ଧରଣର ଆକ୍ରମଣ କରିଛି, ଯେଉଁଥିରେ କରାଚୀ ସହର ସର୍ବାଧିକ ପ୍ରଭାବିତ ହୋଇଛି। ଭାରତୀୟ ନୌସେନା ପାକିସ୍ତାନର କରାଚୀ ବନ୍ଦରକୁ ମିସାଇଲ ଓ ଡ୍ରୋନ୍

ଭୁବନେଶ୍ବରରୁ ଆବୁଧାବିକୁ ଉଡ଼ିବ ବିମାନ
ଦିନକୁ ଦିନ ପ୍ରଶସ୍ତ ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର l ଫଳରେ ବିଦେଶ ଯାତ୍ରା ପାଇଁ ଆଉ କୌଣସି ଅନ୍ୟ ସହର ଉପରେ ନିର୍ଭର ହେବାକୁ ପଡିବନି l ଜୁନ ୨୫ରୁ ଭୁବନେଶ୍ବରରୁ

ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ୍ ମଞ୍ଜୁରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି, ବିଭିନ୍ନ ଜନମଙ୍ଗଳ ପ୍ରସ୍ତାବକୁ ବାଜିଲା ମୋହର
ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ସଂଶୋଧନ ଆସିଛି l ମୁଖ୍ୟତଃ ୫ଟି ବିଭାଗର ୮ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର ବାଜିଛି l ପଶୁ ସଂପଦ ବିଭାଗ ନିଯୁକ୍ତି ସର୍ତ୍ତାବଳୀରେ

ରାତି ଅଧରେ ପାକିସ୍ତାନର ନିଦ ହଜେଇଲା ‘ଅପରେସନ ସିନ୍ଦୂର’
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଲା ଭାରତ । ଅଧରାତି ଅର୍ଥାତ୍ ରାତି ଗୋଟାଏ ବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ୍ ମାଡ଼ l ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର