ବଲିଉଡ କଣ୍ଠଶିଳ୍ପୀଙ୍କ ଧୁନ୍ ସହ ଜମିବ ବାଲିଯାତ୍ରା ମଜା November 6, 2024 10:29 pm କଟକ: ଚଳଚଞ୍ଚଳ ହେଲାଣି ରୌପ୍ୟ ନଗରୀ l ବାଲିଯାତ୍ରା ପଡିଆରେ ଷ୍ଟଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତି ଜୋରଦାର୍ ଚାଲିଛି l ଶୀତୁଆ ସଞ୍ଜରେ ବାଲିଯାତ୍ରାକୁ