କଳା ହଳଦୀ ଭଲ କରୁଛି କ୍ୟାନ୍ସର ରୋଗ November 21, 2025 6:13 pm କୋରାପୁଟ : ଉତ୍ତମ ଜଳବାୟୁ ଓ ଭଲ ଚାଷ କାମ ପାଇଁ ବେଶ ଉପଯୋଗୀ କୋରାପୁଟ ଜିଲ୍ଲା । କୃଷି ପ୍ରାଧାନ୍ୟ ଏହି ଜିଲ୍ଲାରେ ଚଳିତ ବର୍ଷ ଏଠାକାର ଚାଷ ଜମିରେ କଳା ହଳଦୀ