ଆଜି ମଧ୍ଯ କୋଟି ଓଡିଆଙ୍କ ପାଇଁ ସେ “ବିଜୁ ବାବୁ” March 5, 2025 5:51 pm “ବିଜୁ ପଟ୍ଟନାୟକ” ଏହା କେବଳ ଏକ ନାମ ନୁହେଁ ଏହା ଓଡ଼ିଶାର ପରିଚୟ l ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହାସୀ ପାଇଲଟ ଏବଂ ମହାନ ରାଜନେତା ଭାବେ ସେ ଅନେକ