କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ December 18, 2024 5:34 pm ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତଥର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ପ୍ରବନ୍ଧ ବିଭାଗରେ ଓଡ଼ିଶାର ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଚୟନ ହୋଇଛନ୍ତି l ମିଳିବ ତାଙ୍କ ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ପୁସ୍ତକ