ରାଜ୍ଯରେ ଭାଗବତ ଟୁଙ୍ଗୀର ହେବ ପୁନରୁଦ୍ଧାର October 7, 2025 6:25 pm ଧର୍ମ ଜାଗରଣ ସମିତି ଓଡ଼ିଶା ପକ୍ଷରୁ ଭୁବନେଶ୍ବରର କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ହୋଇଥିଲା ଶ୍ରୀମଦ୍ ଭାଗବତ ମହୋତ୍ସବ । ଏହି ମହୋତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ