ମହାନଦୀକୂଳ ପାଇବ ନୂଆ ରୂପ, ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା – ମୁଖ୍ୟମନ୍ତ୍ରୀ November 16, 2024 5:10 pm କଟକ: ଶୁକ୍ରବାର ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ଆରମ୍ଭ ହୋଇଯାଇଛି l ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦ୍ଘାଟନ କରିଛନ୍ତି l ସଭାରେ ଆଗାମୀ