

ରାଜ୍ୟ: ସକାଳୁ ସକାଳୁ ଆଜି ପାନ,ପତ୍ର ,ଗୁଆ,ଚାଉଳ,ଦୀପ ,ଡଙ୍ଗା ସହିତ ଆ-କା-ମା-ବୈ ଗୁଆ ପାନ ଥୋଇ ଧ୍ବନିରେ ଭକ୍ତିପୂତ ପରିବେଶ ଦେଖିବାକୁ ମିଳିଛି l ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା

କଟକ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l ସଜେଇ ହେଲାଣି ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ପଡିଆ l ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ମେଳା l ଏହି
WhatsApp us