ଟାହିଆ ହଲାଇ ଆସିଲେ ମହାପ୍ରଭୁ, ରତ୍ନବେଦୀକୁ ବାହୁଡ଼ିବେ ଭାଇଭଉଣୀ July 5, 2025 6:06 pm ଆଜି ପବିତ୍ର ବାହୁଡ଼ାଯାତ୍ରା,ଘଣ୍ଟ-ଘଣ୍ଟା ଧ୍ବନିରେ ପ୍ରକମ୍ପିତ ଶରଧାବାଲି ଓ ସୁସଜ୍ଜିତ ହୋଇଛି ତିନି ରଥ। ସରିଲା ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦୀରେ ଲୀଳା ସାରି ରତ୍ନବେଦୀକୁ ଲେଉଟିବାର ବେଳ ଆସିଛି l ଭାଇ