ରେକର୍ଡ କଲେ ଶଟଲର ଲକ୍ଷ୍ୟ ସେନ: ଭାରତ ଖାତାରେ ଯୋଡିହେଲା ଆଉ ଏକ ପଦକ August 3, 2024 4:10 pm ପୁରୁଷ ଏକକ ବ୍ୟାଡମିଣ୍ଟନର ସେମି ଫାଇନାଲରେ ପ୍ରବେଶ କରି ଦେଶ ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଯୁବ ଶଟଲର ଲକ୍ଷ୍ୟ ସେନ। ତେବେ ସୂଚନା ଥାଉ କି ଭାରତର ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ