

ଦୁବାଇ ମାଟିରେ ଭାରତ ଜିଣିଲା ଏସିଆ କପ୍ l ପ୍ରତିଦ୍ୱନ୍ଦୀ ଦଳ ପାକିସ୍ତାନକୁ ୫ ୱିକେଟରେ ହରାଇଲା ଭାରତ l ନବମ ଥର ପାଇଁ ଏସିଆ କପ୍ ହାତେଇଲା ଭାରତ l ଏସିଆ କପ୍

ସାମ୍ପ୍ରତିକ ପରିସ୍ଥିତି ତଥା ଅପରେଶନ୍ ସିନ୍ଦୂରର ପ୍ରଭାବ ବର୍ତ୍ତମାନ କ୍ରିକେଟ ଜଗତ ଉପରେ ପଡ଼ିଛି l ଫଳରେ ଭାରତ-ପାକ୍ ଉତ୍ତେଜନା ସ୍ଥିତିକୁ ନେଇ ଏସିଆ କପରେ ଭାଗ ନେବନି ଟିମ୍ ଇଣ୍ଡିଆ ବୋଲି ନିଷ୍ପତ୍ତି
WhatsApp us