ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ December 31, 2025 6:15 pm ଭୁବନେଶ୍ୱର: ନୂଆ ବର୍ଷରେ ଓଡ଼ିଶାକୁ ମିଳିଲା ନୂଆ ଶାସନ ସଚିବ । ଶ୍ରୀମତୀ ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ