Explore

Search

March 17, 2026 3:51 pm

Annual Trade Festival ଖବର

National Recognition For Cuttack Bali Jatra

କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

କଟକ ସହରର ଐତିହାସିକ ବାଣିଜ୍ୟ ମେଳା ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା l ଏହାକୁ ନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି l ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ

Live Cricket Score