ଆରମ୍ଭ ହେଲା ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ‘ଅଞ୍ଜଳି’ November 14, 2024 1:14 pm ଭୁବନେଶ୍ବର: ଶିଶୁ ଦିବସ ଅବସରରେ କଳାଭୂମି ସଂଗ୍ରହାଳୟ ପରିସରରେ ୨୩ତମ ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ‘ଅଞ୍ଜଳି’ ବୁଧବାର ଠାରୁ ଆରମ୍ଭ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ