ଦିଲ୍ଲୀ ରାଜନୀତି ସରଗରମ, ଚର୍ଚ୍ଚାରେ ଆତିଶୀ ଓ ଅଲକା ଲାମ୍ବା December 31, 2024 6:29 pm ଦିଲ୍ଲୀ: ଦିଲ୍ଲୀରେ ଫେବୃଆରୀ ମାସରେ ହୋଇପାରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇଯାଇଛି। ଦିଲ୍ଲୀର କାଲକାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ