ଏଣିକି ଏଆଇ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ ଛାତ୍ରଛାତ୍ରୀ November 18, 2025 6:38 pm ଆମ ଦେଶ ଭାରତ ବିକାଶ ଦିଗରେ ଅଗ୍ରସର ହେଉଛି । ତେଣୁ ଏହି ସମୟରେ ଆମକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବାକୁ ହେବ । ଏଭଳି କିଛି କହିଛନ୍ତି ନୂଆଦିଲ୍ଲୀରେ