ସେବା ହିଁ ସାଧନା ଲକ୍ଷ୍ୟରେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ନିଶୁଳ୍କ ଖାଦ୍ୟ ପରସୁଛି ଅଦାନୀ ଗ୍ରୁପ July 3, 2025 6:33 pm ଚାଲିଛି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା l ଏହି ସମୟରେ ସମଗ୍ର ବିଶ୍ୱରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି l ଶ୍ରଦ୍ଧାଳୁ ମାନେ ଯେପରି ଖାଦ୍ୟ ଓ ପାନୀୟ ପାଇଁ ସମସ୍ୟା ନ ଭୋଗନ୍ତି ଅଦାନୀ ଗ୍ରୁପ